ସ୍ୱାଭିମାନ ଅଞ୍ଚଳରୁ ପୁଣି ବିପୁଳ ପରିମାଣରେ ବିସ୍ଫୋରକ ଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛିବା ବଡ ସଫଳତା। ମାଓବାଦୀଙ୍କ ଡମ୍ପ ଉଦ୍ଧାର କରିବା ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଓ ସାମଗ୍ରୀ ଜବତ କରାଯାଇଛି। ଆଜି ଏସପି ନିତୀଶ ୱାଧୱାନୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଚାଲିଯାଇଥିଲେ ମଧ୍ୟ ସେଠାରେ ରହିଥିବା ଜଂଗଲରେ ମାଓବାଦୀ ବିପୁଳ ପରିମାଣରେ ମାଓ ବିସ୍ଫୋରକ ମାଟି ତଳେ ଲୁଚାଇ ରଖିଛନ୍ତି, ଯାହାକୁ ଏବେ ଗ୍ରାମବାସୀ ପୁଲିସକୁ ସୂଚନା … Continue reading ସ୍ୱାଭିମାନ ଅଞ୍ଚଳରୁ ପୁଣି ବିପୁଳ ପରିମାଣରେ ବିସ୍ଫୋରକ ଓ ସାମଗ୍ରୀ ଜବତ